ଥ୍ରୁ ଦା ବାଇବଲ @ ttb.twr.org/oriya
ଥ୍ରୁ ଦା ବାଇବଲ @ ttb.twr.org/oriya
Thru the Bible Oriya

ଥ୍ରୁ ଦା ବାଇବଲ @ ttb.twr.org/oriya

ପଥପ୍ରଦର୍ଶିକା କାର୍ଯ୍ୟକ୍ରମ ଥ୍ରୁ ଦା ବାଇବଲ ସେବାକାର୍ଯ୍ୟର ବିଶ୍ବ ସ୍ତରିୟ ବାଇବଲ ଅଧ୍ୟୟନର ଏକ ଅଂଶ ଅଟେ ୤ ଏହି ଧାରାବାହିକ କାର୍ଯ୍ୟକ୍ରମ ଡା. ଜେ ଭାରମାନ ମାଗିଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଅଛି ଏବଂ ଏହାକୁ ୧୦୦ରୁ ଉର୍ଦ୍ଧ ଭାଷାରେ ଅନୁବାଦ କରି ପ୍ରସାରଣ କରାଯାଉଅଛି ୤ ଏହା ଧାରାବାହିକ ପ୍ରଣାଳୀଗତ କାର୍ଯ୍ୟକ୍ରମ ପ୍ରତିଦିନ ୩୦ ମିନିଟ ରେଡିଓ ଯୋଗେ ପ୍ରସାରଣ କରି ଶ୍ରୋତାମାନଙ୍କୁ ସଂପୁର୍ଣ୍ଣ ବାଇବଲ ଉପରେ ଶିକ୍ଷା କରାଯାଉଅଛି ୤ ସେହି କାର୍ଯ୍ୟକ୍ରମ ବର୍ତ୍ତମାନ ଆପଣଙ୍କ ନିମନ୍ତେ ଇଣ୍ଟେରନେଟ ମଧ୍ୟରେ ଉପଲବ୍ଧ ୤ ଆମେ ଧନ୍ୟବାଦି ଯେ ଆପଣ ଏହି କାର୍ଯ୍ୟକ୍ରମ ଶୁଣି ଈଶ୍ବରଙ୍କ ବାକ୍ୟରେ ବଢିବା ନିମନ୍ତେ ମନୋନିତ କରିଛନ୍ତି୤ ଆମେ ପରାମର୍ଶ ଦେବାକୁ ଚାହୁଛୁ ଯେ ସୋମବାର ଠାରୁ ଶୁକ୍ରବାର ଯାଏ ଅନ୍ତତଃ ଗୋଟିଏ କାର୍ଯ୍ୟକ୍ରମ ଶୁଣନ୍ତୁ ୤ ଯଦି ଆପଣ ପ୍ରତିଦିନ ଗୋଟିଏ କାର୍ଯ୍ୟକ୍ରମ ଶୁଣିବେ ତେବେ ୫ ବର୍ଷ ମଧ୍ୟରେ ସଂପୁର୍ଣ୍ଣ ବାଇବଲ ଅଧ୍ୟୟନ କରିପାରିବେ ୤